ଏଲନ ମସ୍କଙ୍କ ଟେସଲା ଭାରତରେ ସଫଳ ହୋଇପାରିବ ନାହିଁ: ସଜ୍ଜନ ଜିନ୍ଦଲ ନୂଆଦିଲ୍ଲୀ,୬ା୩: ଜିନ୍ଦଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଏଲୋନ ମସ୍କ ଭାରତରେ ସଫଳ ହୋଇପାରିବେ ନାହିଁ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଜ୍ଜନ କହିଛନ୍ତି ଟେସଲାକୁ ଭାରତୀୟ ବଜାରରେ ପାଦ ଦେବାର ସେ ଦେଖୁନାହାଁନ୍ତି। “ଏଲନ ମସ୍କ...