ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା… ଓ୍ବାଶିଂଟନ/ଢାକା,୧୫।୫: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜାୟ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ୱାଶିଂଟନ ଡିସିରେ ନାଗରିକତାର ଶପଥ ନେଇଥିଲେ ଏବଂ ଶନିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ। ପ୍ରମାଣପତ୍ର ପାଇବା ପରେ ସେ ପାସପୋର୍ଟ…