IPL 2026 ପୂର୍ବରୁ ହାତକୁ ଦିହାତ ହେବେ ଅର୍ଜୁନ ତେନ୍ଦୁଲକର, ଏହି ଦିନ ପଡିବ ହାତଗଣ୍ଠି ନୂଆଦିଲ୍ଲୀ,୭ା୧: ସଚିନ ତେନ୍ଦୁଲକର ପରିବାରରେ ବିବାହ ଉତ୍ସବ ହେବାକୁ ଯାଉଛି । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଥିବା ଖବର ମିଳିଛି । ରିପୋର୍ଟ ଅନୁଯାୟୀ, ଅର୍ଜୁନ ଚଳିତ ବର୍ଷ...