ରାଜସ୍ଥାନରେ ଫେଲ୍ ମାରିଲା କଂଗ୍ରେସ, ବଡ଼ ବ୍ୟବଧାନରେ ଜିତିଲେ ସଚ୍ଚିନ ପାଇଲଟ ନୂଆଦିଲ୍ଲୀ,୩।୧୨: ରାଜସ୍ଥାନରେ ଦୟନୀୟ ପ୍ରଦର୍ଶନ କରି କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ। ତେବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଟଙ୍କ ବିଧାନସଭା ଆସନରୁ ତାଙ୍କର ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱିଙ୍କୁ ୨୯ ହାଜର ୨୩୭ ଭୋଟରେ ପରାସ୍ତ...