ଡିଭିଲିୟର୍ସଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ନିଜ ଦଳର ଖେଳାଳି, ଦେଲେ ବଡ଼ ବୟାନ… ନୂଆଦିଲ୍ଲୀ,୨୦।୬: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସଙ୍କ ଉପରେ ଏକ ବଡ଼ ଅଭିଯୋଗ ଆସିଛି। ତାଙ୍କ ସାଥୀ ଖେଳାଳି ଥାମି ସୋଲେକିଲେ ତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି। ଏବି ଡିଭିଲିୟର୍ସଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ବିଶ୍ୱର...