ମୋଦି-ଟ୍ରମ୍ପ ମଧ୍ୟରେ ୨୨ ଏପ୍ରିଲରୁ ୧୭ ଜୁନ ମଧ୍ୟରେ କୌଣସି ଫୋନ କଲ୍ ହୋଇନାହିଁ: ଜୟଶଙ୍କର
ନୂଆଦିଲ୍ଲୀ,୨୮।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷ ସମୟରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ବାଣିଜ୍ୟ ସମ୍ପର୍କିତ ବିଷୟ ନଥିଲା। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ…
ଜୟଶଙ୍କରଙ୍କ ଚାଇନା ଗସ୍ତ, ୨୦୨୦ ଗାଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ସି ଜିନପିଙ୍ଗଙ୍କୁ ଭେଟିଲେ
ନୂଆଦିଲ୍ଲୀ,୧୫।୭: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗଳବାର ଦିନ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ହୋଇଥିବା ମାରାତ୍ମକ ସଂଘର୍ଷ ପରେ ଏହା ହେଉଛି ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ। ପୂର୍ବ ଲଦାଖରେ ସୀମା…
ପାକିସ୍ତାନର ବଡ଼ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇଥିଲା ଆମେରିକା, ଜୟଶଙ୍କର ସିଧା ଶୁଣାଇଦେଲେ ଚରମବାଣୀ
ନୂଆଦିଲ୍ଲୀ,୨୬ା୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ସଂସଦୀୟ ପରାମର୍ଶଦାଡା କମିଟିର ସଦସ୍ୟମାନଙ୍କୁ ପାକିସ୍ତାନ ସହ ସମ୍ପ୍ରତି ଉତ୍ତେଜନା ସମୟରେ ସରକାରଙ୍କ କୂଟନୀତିକ ଓ ସାମରିକ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ସୂତ୍ର ଅନୁଯାୟୀ, ଜୟଶଙ୍କର କମିଟିକୁ କହିଛନ୍ତି ଯେ ଉତ୍ତେଜନା…
ଯେଉଁଠି ଦେଖିବୁ,ସେଠି ମାରିବୁ…ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ,୨୩।୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦର ‘ନିଶ୍ଚିତ ଅନ୍ତ’ ଚାହୁଁଛି ଏବଂ ଗତ ମାସରେ ପହଲଗାମରେ ହୋଇଥିବା ଯେକୌଣସି ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ପୁଣି ଥରେ…
ଜୟଶଙ୍କରଙ୍କ ସୁରକ୍ଷା ବଢ଼ିଲା, ଏବେ ୨ ବୁଲେଟ୍ ପ୍ରୁଫ୍ ଗାଡ଼ି…
ନୂଆଦିଲ୍ଲୀ, ୧୫।୫: ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଅପରେଶନ ସିନ୍ଦୂର ପରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଚାରିପାଖରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…
ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପାକିସ୍ତାନକୁ ଚେତାବନୀ: ‘ଆଉ ଛାଡ଼ିବୁ ନାହିଁ’
ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି। ଆଜି, ଅର୍ଥାତ୍ ଗୁରୁବାର, ମେ ୮ ତାରିଖରେ ପାକିସ୍ତାନ ଭାରତ ଆଡ଼କୁ ଅନେକ ମିସାଇଲ ନିକ୍ଷେପ କରିଥିଲା, ଯାହାକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଥିଲା। ଏହା…
ଜୟଶଙ୍କରଙ୍କ ମନ୍ତବ୍ୟ ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହିଦେଲା ଏମିତି କଥା
ଶ୍ରୀନଗର,୬।୩: କଶ୍ମୀର ଉପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ବିରକ୍ତ ପ୍ରକାଶ କରିଛି। ପାକିସ୍ତାନ ଏହି ବକ୍ତବ୍ୟକୁ ଭିତ୍ତିହୀନ ବୋଲି କହି ଜାତିସଂଘକୁ ଦୋଷ ଦେଇଛି। ଥେମ୍ସ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ସମ୍ବୋଧିତ କରି ଏସ…
ଟ୍ରମ୍ପ-ଜେଲେନସ୍କି ବିତର୍କ ଉପରେ ଜୟଶଙ୍କରଙ୍କ ବୟାନ-‘ବର୍ତ୍ତମାନ ବିଶ୍ୱ ସାଧାରଣ ଅପେକ୍ଷା ଅଧିକ ଆକର୍ଷଣୀୟ ଲାଗୁଛି’
ନୂଆଦିଲ୍ଲୀ,୩ା୩: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବେଲଜିୟମ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହି ବୈଠକକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଗସ୍ତ ଭାରତ-ବେଲଜିୟମ ଏବଂ ଭାରତ-ୟୁରୋପୀୟ ସଂଘ ସହଭାଗୀତାକୁ…
ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାରତ ପ୍ରସ୍ତୁତ କରିବ ଆଉଟ ଅଫ ସିଲାବସ ଷ୍ଟ୍ରାଟେଜି, ଖୁଲାସା କଲେ ଏସ. ଜୟଶଙ୍କର
ନୂଆଦିଲ୍ଲୀ,୩୧।୧: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଆମେରିକୀୟ ରାଷ୍ଟ୍ରବାଦୀ” ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସହିତ ମୁକାବିଲା କରିବା ପାଇଁ ଭାରତକୁ “ପାଠ୍ୟକ୍ରମ ବାହାରେ(ଆଉଟ ଅଫ ସିଲାବସ)” ବୈଦେଶିକ ନୀତି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର
ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ ଶାହାବାଜ ସରିଫ ଆଗକୁ…
ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି ବୈଠକ…
ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି।…
Archives


