Tag Archives: S Jaishankar

ଯେଉଁଠି ଦେଖିବୁ,ସେଠି ମାରିବୁ…ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦର ‘ନିଶ୍ଚିତ ଅନ୍ତ’ ଚାହୁଁଛି ଏବଂ ଗତ ମାସରେ ପହଲଗାମରେ ହୋଇଥିବା ଯେକୌଣସି ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ପୁଣି...

ଜୟଶଙ୍କରଙ୍କ ସୁରକ୍ଷା ବଢ଼ିଲା, ଏବେ ୨ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି…

ନୂଆଦିଲ୍ଲୀ, ୧୫।୫: ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଅପରେଶନ ସିନ୍ଦୂର ପରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଚାରିପାଖରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ...

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପାକିସ୍ତାନକୁ ଚେତାବନୀ: ‘ଆଉ ଛାଡ଼ିବୁ ନାହିଁ’

ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି। ଆଜି, ଅର୍ଥାତ୍ ଗୁରୁବାର, ମେ ୮ ତାରିଖରେ ପାକିସ୍ତାନ ଭାରତ ଆଡ଼କୁ ଅନେକ ମିସାଇଲ ନିକ୍ଷେପ କରିଥିଲା, ଯାହାକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଥିଲା।...

ଜୟଶଙ୍କରଙ୍କ ମନ୍ତବ୍ୟ ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହିଦେଲା ଏମିତି କଥା

ଶ୍ରୀନଗର,୬।୩: କଶ୍ମୀର ଉପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ବିରକ୍ତ ପ୍ରକାଶ କରିଛି। ପାକିସ୍ତାନ ଏହି ବକ୍ତବ୍ୟକୁ ଭିତ୍ତିହୀନ ବୋଲି କହି ଜାତିସଂଘକୁ ଦୋଷ ଦେଇଛି। ଥେମ୍ସ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ସମ୍ବୋଧିତ କରି...

ଟ୍ରମ୍ପ-ଜେଲେନସ୍କି ବିତର୍କ ଉପରେ ଜୟଶଙ୍କରଙ୍କ ବୟାନ-‘ବର୍ତ୍ତମାନ ବିଶ୍ୱ ସାଧାରଣ ଅପେକ୍ଷା ଅଧିକ ଆକର୍ଷଣୀୟ ଲାଗୁଛି’

ନୂଆଦିଲ୍ଲୀ,୩ା୩: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବେଲଜିୟମ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହି ବୈଠକକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଗସ୍ତ ଭାରତ-ବେଲଜିୟମ ଏବଂ ଭାରତ-ୟୁରୋପୀୟ ସଂଘ...

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାରତ ପ୍ରସ୍ତୁତ କରିବ ଆଉଟ ଅଫ ସିଲାବସ ଷ୍ଟ୍ରାଟେଜି, ଖୁଲାସା କଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୩୧।୧: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଆମେରିକୀୟ ରାଷ୍ଟ୍ରବାଦୀ” ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସହିତ ମୁକାବିଲା କରିବା ପାଇଁ ଭାରତକୁ “ପାଠ୍ୟକ୍ରମ ବାହାରେ(ଆଉଟ ଅଫ ସିଲାବସ)” ବୈଦେଶିକ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ ଶାହାବାଜ ସରିଫ...

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି...

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ...

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି: ଏସ୍. ଜୟଶଙ୍କର

ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି ଏବଂ ଲୋକମାନଙ୍କ ଅମଧ୍ୟରେ ଥିବା ଦକ୍ଷତା ବିଷୟରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

“ଜାତିସଂଘର ମୋତେ କହିବା ପାଇଁ ଆବଶ୍ୟକ ନାହିଁ …”: ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ବୟାନରେ ଜୟଶଙ୍କରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୫।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ଭାରତରେ ନିର୍ବାଚନ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଖାରଜ କରି କହିଛନ୍ତି ଯେ ଦେଶରେ ନିର୍ବାଚନ “ମୁକ୍ତ ଏବଂ ନିରପେକ୍ଷ” ହେବା ପାଇଁ...

ଶିଳ୍ପଭଳି ଆତଙ୍କବାଦୀକୁ ପ୍ରାୟୋଜିତ କରୁଛି ପାକିସ୍ତାନ: ଏସ. ଜୟଶଙ୍କର

ନୂଆଦିଲ୍ଲୀ,୨୩।୩: ପାକିସ୍ତାନ ଆତଙ୍କବାଦକୁ ପ୍ରାୟ ଏକ “ଶିଳ୍ପ ସ୍ତରରେ” ପ୍ରାୟୋଜିତ କରୁଛି। ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଭାରତର ମନୋବଳ ଆତଙ୍କବାଦୀଙ୍କୁ ଅଣଦେଖା କରିବା ଉଚିତ ନୁହେଁ ଏବଂ ଏହା ଆଉ ଏହି ସମସ୍ୟାର ସମାଧାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri