Tag Archives: Russia-Ukraine War

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ ରୁଷ ଯୁଦ୍ଧ ଜିତିବା ପାଇଁ ଆତ୍ମବିଶ୍ୱାସୀ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକକୁ ଶାନ୍ତି ଚୁକ୍ତିନାମା ଦିଗରେ ଏକ ପ୍ରମୁଖ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୨୫।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରୁଷିଆ ସହିତ ଯୁଦ୍ଧ ଶେଷ…

ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଜେଲେନସ୍କି: କହୁ କହୁ କହିଦେଲେ…

କିଭ୍‌,୧୮।୮: ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ଗସ୍ତ ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି। ସେ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବି। ଆମେ ୟୁରୋପୀୟ ନେତାମାନଙ୍କ ସହ ମଧ୍ୟ କଥା ହେବୁ। ନିମନ୍ତ୍ରଣ ପାଇଁ ମୁଁ…

ଚାଲିଥିଲା ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ମହାବୈଠକ, ସେପଟେ ରୁଷିଆ କଲା ଏମିତି କାଣ୍ଡ, ଦୋହଲିଗଲା…

ମସ୍କୋ,୧୬।୮: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରୁଥିଲେ, ମସ୍କୋ ୟୁକ୍ରେନରେ ଆଟାକ୍‌ ପାଇଁ ଏକ ବଡ଼ ପ୍ଲାନ କରୁଥିଲା। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସେନା ୟୁକ୍ରେନର ଦୁଇଟି…

ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍‌ସ୍କି କହିଲେ…

କ୍ୱିଭ୍‌,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି। ଜେଲେନ୍‌ସ୍କି ଘୋଷଣା କରିବା ପରେ ରୁଷିଆର ବିମାନ ଆକ୍ରମଣ ତୀବ୍ର ହୋଇଥିଲା ଯେ,…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ, କ୍ରେମ୍‌ଲିନ୍‌ ଦେଲା ଏହି ସଙ୍କେତ

ମସ୍କୋ,୩ା୭: ଦୀର୍ଘଦିନର ଲଢ଼େଇ ପରେ ରୁଷିଆ ଏବଂ ୟୁକ୍ରେନ ଏବେ ଶାନ୍ତି ଆଡ଼କୁ ଅଗ୍ରସର ହେଉଛନ୍ତି। ଦୁଇ ପର୍ଯ୍ୟାୟ ଆଲୋଚନା ପ୍ରାୟ ସଫଳ ହୋଇଛି ଏବଂ ଏବେ କ୍ରେମଲିନ ଆଶା କରୁଛି ଯେ, ରୁଷିଆ-ୟୁକ୍ରେନ ତୃତୀୟ ପର୍ଯ୍ୟାୟ ଆଲୋଚନାର ତାରିଖ ଶୀଘ୍ର…

ବଦ୍‌ଲା ନେଲା ରୁଷିଆ: ଦୋହଲିଗଲା ୟୁକ୍ରେନ, ଭାବପ୍ରବଣ ହୋଇଗଲେ ଜେଲେନ୍‌ସ୍କି

ମସ୍କୋ,୬।୬: ୨୦୨୨ ମସିହାରୁ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ୨୦୨୫ରେ ଅଧିକ ଆକ୍ରମଣାତ୍ମକ ହେବା ପରି ମନେ ହେଉଛି। ୟୁକ୍ରେନର ଆକ୍ରମଣ ପରେ ରୁଷିଆ ବି ବଦ୍‌ଲା ନେଇଛି। ରୁଷିଆ ୪୦୦ରୁ ଅଧିକ ଡ୍ରୋନ ଏବଂ ୪୦ରୁ ଅଧିକ ବାଲିଷ୍ଟିକ ମିଶାଇଲ୍‌…

ଭାରତ ପରେ ରୁଷିଆକୁ ଧୋକା ଦେଲା ତୁର୍କୀ: ପୁଟିନଙ୍କ ସହ ଖେଳିଦେଲା ଡବଲ୍‌ ଗେମ୍‌

ମସ୍କୋ,୨।୬: ତୁର୍କୀ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ମଧ୍ୟ ଗଭୀର ସମ୍ପର୍କ ବଜାୟ ରଖେ। ରୁଷିଆ-ୟୁକ୍ରେନ ଯୁଦ୍ଧରେ ତୁର୍କୀର ଭୂମିକା ଆରମ୍ଭରୁ କୂଟନୈତିକ ସନ୍ତୁଳନ ଉପରେ ଆଧାରିତ। କିନ୍ତୁ ଏବେ ତୁର୍କୀ ରୁଷିଆ ସହିତ ଏକ ଡବଲ ଖେଳ ଖେଳିଛି। ଯେତେବେଳେ ଆମେରିକା…

ପରମାଣୁ ଆଟାକ୍‌ କରିବ ରୁଷିଆ! ଭାରତ ସୀମାରୁ ଆସିଲା ସାଂଘାତିକ ଖବର

ମସ୍କୋ,୨।୬: ୟୁକ୍ରେନ ଟ୍ରୋଜନ-ହର୍ସ ରଣନୀତି ବ୍ୟବହାର କରି ଟ୍ରକ ଏବଂ ଡ୍ରୋନ ସହିତ ରୁଷ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଭାରତ ଭଳି ଦେଶ ପାଇଁ ମଧ୍ୟ ବିପଦର ବିଷୟ କାରଣ ନେପାଳ, ଭୁଟାନ ଏବଂ ବାଂଲାଦେଶରୁ…

ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ

କିଭ୍‌,୨।୬: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ରୁଷିଆ ଉପରେ ଆକ୍ରମଣ କରି ଏକ ବଡ଼ ଭୁଲ କରିଦେଇଛନ୍ତି। ୟୁକ୍ରେନ ରୁଷିଆ ଭିତରେ ପ୍ରାୟ ୪ ହଜାର କିଲୋମିଟର ଭିତରେ ଡ୍ରୋନ ଆକ୍ରମଣ କରିଥିଏେ। ଏହାଦ୍ୱାରା ରୁଷର ଏୟାରବେସକୁ ବଡ଼ କ୍ଷତି ପହଞ୍ଚାଇଥିଲା…

ୟୁକ୍ରେନର ବଡ଼ ଆଟାକ୍‌ ପରେ ରାଗିଗଲା ରୁଷିଆ, ପୁଟିନ୍‌ କଲେ ବଡ଼ ଘୋଷଣା!

ମସ୍କୋ,୨।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହାରି ଭିତରେ ୟୁକ୍ରେନ ଡ୍ରୋନ ସାହାଯ୍ୟରେ ରୁଷ ସାମରିକ ଘାଟି ଉପରେ ଆକ୍ରମଣ କରିଛି। ଏହା ପାଞ୍ଚଟି ରୁଷୀୟ ଏୟାରବେସ ନଷ୍ଟ କରିଛି। ଦାବି କରାଯାଉଛି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri