ରୁଷିଆ ତେଲକୁ ନେଇ ପୁଣିଥରେ ଭାରତକୁ ଧମକାଇଲେ ଟ୍ରମ୍ପ ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୧୦: ଦୀପାବଳିରେ ଭାରତର ଶୁଳ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ସେ ଚେତାବନୀ ଦେଇଥିଲେ ଯେ ଯଦି ଭାରତ ରୁଷିଆରୁ ତେଲ କିଣିବା ବନ୍ଦ ନ କରେ, ତେବେ ସେ ଆହୁରି ଶୁଳ୍କ...