ଶେଷ ହେବ ୟୁକ୍ରେନ ଯୁଦ୍ଧ! ଇସାରା କଲା ରୁଷିଆ, ଆମେରିକା ସହ ସମ୍ପର୍କ ହେବ ମଜଭୁତ ମସ୍କୋ,୨୮।୬: ରୁଷିଆ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଏବେ ନିରନ୍ତର ଉନ୍ନତି ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏବେ ସକାରାତ୍ମକତା ପ୍ରଭାବ ଦେଖାଯାଉଛି। ଏହି ସକାରାତ୍ମକତା ଦିଗ ଆଡ଼କୁ ଇଙ୍ଗିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ...