ୟୁକ୍ରେନ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିବାକୁ ଚାହୁଁଥିଲା ରୁଷିଆ ହେଲେ… ମସ୍କୋ,୪ା୭: ରୁଷିଆ ସେନାର ଡେପୁଟି କମାଣ୍ଡରଙ୍କୁ ହତ୍ୟା କରିଛି ୟୁକ୍ରେନ। ନିହତ ଡେପୁଟି କମାଣ୍ଡରଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ଏହି ହତ୍ୟାକାଣ୍ଡ ପରେ ରୁଷିଆ ସେନା ୟୁକ୍ରେନରେ ଅରାଜକତା ସୃଷ୍ଟି କରିବା ଆରମ୍ଭ...