ଲ୍ୟାଣ୍ଡିଂ କରିପାରିଲାନି ବିମାନ, ଆକାଶରେ ଫସିରହିଲା ୧୭୩ ଯାତ୍ରୀଙ୍କ ଜୀବନ, ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ… ପାଟନା,୧୬ା୭: ଦିଲ୍ଲୀରୁ ପାଟନା ଆସୁଥିବା ବିମାନ 6E 2482 ପାଟନା ବିମାନବନ୍ଦର ରନୱେରେ ସଠିକ୍ ଟଚ୍ ପଏଣ୍ଟ ପାଇ ନ ପାରି ଚାରିଥର ଆକାଶରେ ଚକ୍କର କାଟିବାକୁ ପଡ଼ିଲା। ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା,…