ରାତି ହେଲା ମାତ୍ରେ ବଦଳିଯାଏ ଟ୍ରେନ୍ର ଏସବୁ ନିୟମ, ଯାତ୍ରା କରିବା ପୂର୍ବରୁ ଜାଣି ନିଅନ୍ତୁ… ନୂଆଦିଲ୍ଲୀ,୪।୯: ଭାରତୀୟ ରେଳବିଭାଗ ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ଯାତ୍ରା ପାଇଁ କେତେକ ବିଶେଷ ନିୟମ ଲାଗୁ କରିଛି। ଏହି ନିୟମଗୁଡ଼ିକ ପାଳନ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା...