ଏଟିଏମରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ଯାଏ, ବଢିଯିବ ସବୁ ଦାମ୍, ଜୁନ ୧ରୁ ବଦଳିଯିବ… ନୂଆଦିଲ୍ଲୀ,୩୧।୫: ଆସନ୍ତାକାଲି ଠୁ ଅର୍ଥାତ୍ ଜୁନ ୧ରୁ ଦେଶରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି, ଯାହା ସାଧାରଣ ଜନଜୀବନ ଏବଂ ବିଭିନ୍ନ କ୍ଷେତ୍ର ଉପରେ ଗଭୀର ପ୍ରଭାବ ପକାଇବ। ୧ ଜୁନ୍ ୨୦୨୫ ରୁ କିଛି ବଡ଼...