କେବିସି ୧୭ରେ ଅଭଦ୍ରାମିର ସୀମା ଟପିଲା ନାବାଳକ: ପ୍ରଶଂସା ସାଉଁଟିଲା ଅମିତାଭ ବଚ୍ଚନଙ୍କ ଶାନ୍ତ ପ୍ରତିକ୍ରିୟା ମୁମ୍ବାଇ,୧୩।୧୦: କୌନ ବନେଗା କୋରଡ଼ପତି (କେବିସି) ୧୭ରେ ଗୁଜୁରାଟର ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍ରେ ବସିଥିଲେ। କିନ୍ତୁ ସେ କୌଣସି ପୁରସ୍କାର ଜିତି ପାରିନଥିଲେ। ଇଶିତଙ୍କ କଥାବାର୍ତ୍ତା ଓ ଆଚରଣ...