ବିବାହର ପାଞ୍ଚ ବର୍ଷ ପରେ ମା’ ହେଲେ ରୁବିନା, ଘରକୁ ଆସିଲେ ଦୁଇ ରାଜକୁମାରୀ ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲୈକ। ତାଙ୍କ ଘରକୁ ଆସିଛନ୍ତି ଦୁଇ ରାଜକୁମାରୀ। ବିବାହର ପାଞ୍ଚ ବର୍ଷ ପରେ ଘରେ ଜାଆଁଳା ଶିଶୁଙ୍କ ଆଗମନକୁ ନେଇ ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି। ଏଯାଏ ରୁବିନା...