RSS ନେବ ବଡ଼ ନିଷ୍ପତ୍ତି! ଅଚାନକ ଡାକିଲା ବୈଠକ, ଯୋଗଦେବେ…. ନୂଆଦିଲ୍ଲୀ,୧୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରିଥିଲା। ଭାରତ ମଧ୍ୟ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ କରିଥିଲା। କିନ୍ତୁ, ଏପର୍ଯ୍ୟନ୍ତ ଆମେରିକା ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିନାହିଁ କିମ୍ବା ଏହାକୁ ପ୍ରତ୍ୟାହାର କରିବା…