RSS ନେତାଙ୍କ ବିବାଦୀୟ ବୟାନ, କହିଲେ ‘ସମସ୍ତ ଅନୁପ୍ରବେଶକାରୀଙ୍କୁ ମୁସଲିମ ଦେଶରେ ବାଣ୍ଟିଦିଅ’ ନୂଆଦିଲ୍ଲୀ,୨୭।୯: ଶନିବାର ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିୟମରେ ଅଖିଳ ଭାରତୀୟ ମୁସଲିମ ମହାସମ୍ମେଳନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ନେତା ଏବଂ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମଆରଏମ) ମୁଖ୍ୟ ଇନ୍ଦ୍ରେଶ କୁମାର କହିଥିଲେ…