ସଙ୍କଟମୋଚକ ସାବ୍ୟସ୍ତ ହେବ PAN କାର୍ଡ, ଅତି ସହଜରେ ମିଳିଯିବ ୫ ଲକ୍ଷ ଟଙ୍କାର ଋଣ; ଧ୍ୟାନ ରଖିବେ ଏସବୁ… ନୂଆଦିଲ୍ଲୀ,୫।୫: ଆଜିର ସମୟରେ PAN Card କେବଳ ଏକ ପରିଚୟ ପତ୍ର ନୁହେଁ ବରଂ କାରବାର ପାଇଁ ବିଶ୍ୱସନୀୟତାର ପ୍ରମାଣପତ୍ର ମଧ୍ୟ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ପାନ କାର୍ଡ ବ୍ୟବହାର କରି ୫ ଲକ୍ଷ ଟଙ୍କା...