ଜବରଦସ୍ତ ଯୋଜନା: ମାସକୁ ମିଳିବ ୨୦ ହଜାର ଟଙ୍କା, କରିବାକୁ ହେବ ଏତିକି ନିବେଶ… ନୂଆଦିଲ୍ଲୀ,୫।୮: ଯଦି ଆପଣ କିମ୍ବା ଆପଣଙ୍କ ପିତାମାତା ଅବସର ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ଏବଂ ନିବେଶ ସମ୍ପୂର୍ଣ୍ଣ ନିରାପଦ ରହି ଭଲ ରିଟର୍ନ ମିଳିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ସିନିୟର ସିଟିଜନ ସେଭିଂସ ସ୍କିମ (SCSS) ଆପଣଙ୍କ ପାଇଁ…