ଆଜି ହେବ ନିର୍ବାଚନ କମିଶନଙ୍କ ଜାତୀୟ ଗୋଲ ଟେବୁଲ ସମ୍ମିଳନୀ, ୧୯୯୯ରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା, ଜାଣନ୍ତୁ କ’ଣ ଏହାର ଉଦ୍ଦେଶ୍ୟ ନୂଆଦିଲ୍ଲୀ,୨୪।୨: ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତର ନିର୍ବାଚନ କମିଶନ ଏକ ‘ଜାତୀୟ ଗୋଲଟେବୁଲ ସମ୍ମିଳନୀ’ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗୋଲଟେବୁଲରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ କମିଶନରମାନେ ଯୋଗଦେବେ। ସୋମବାର ଅଧିକାରୀମାନେ କହିଛନ୍ତି ଯେ…