ଅବସରରୁ ଫେରିବେ ରସ ଟେଲର, ନ୍ୟୁଜିଲାଣ୍ଡ ଛାଡି ଏହି ଦେଶପାଇଁ ଖେଳିବେ ବାଲେଶ୍ୱର,୫।୯: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର ରସ ଟେଲର ଅବସରରୁ ଫେରି ଆଗାମୀ ଆଇସିସି ଟି-୨୦ ବିଶ୍ୱକପ ଏସିଆ-ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ସାମୋଆ ପାଇଁ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ହେଉଛି ଆଗାମୀ ବର୍ଷର ପୁରୁଷ ଟି-୨୦ ବିଶ୍ୱକପ ପାଇଁ...