ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି: ଖୁବ୍ ଶୀଘ୍ର ନିବେଶକମାନେ ଫେରି ପାଇବେ ଜମା ଭୁବନେଶ୍ୱର,୧୪ା୩: ଚିଟଫଣ୍ଡ ଫାର୍ମ, ରୋଜଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀଜ୍ର ଠକ ନିବେଶକମାନେ ଖୁବ୍ ଶୀଘ୍ର ସେମାନଙ୍କର ଟଙ୍କା ଫେରି ପାଇବେ। ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜୋନାଲ ଅଫିସ୍ ଦ୍ୱାରା ଏହା ପ୍ରକାଶ ପାଇଛି। ଖୋର୍ଦ୍ଧାସ୍ଥିତ ସ୍ୱତନ୍ତ୍ର କୋର୍ଟ...