Tag Archives: Rohit

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧ ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟପ-୪ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ଖେଳାଳି…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା ଥିଲା, ଯେଉଁଥିରେ ପରିବାର, ସମ୍ପର୍କୀୟ ଏବଂ ନିକଟତମ ଅତିଥିମାନେ ଯୋଗ ଦେଇଥିଲେ। ଆକାଶ…

ଆଫଗାନିସ୍ତାନ ସିରିଜ୍‌ ଖେଳିବେ ରୋହିତ, ହାର୍ଦ୍ଦିକ

ନୂଆ ଚଣ୍ଡିଗଡ଼,୯ା୬- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭେଟେରାନ ଷ୍ଟାର ଓପନର ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଖେଳିବେ। ସେମାନଙ୍କୁ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସିଲେନ୍ସର ସ୍ପୋଟର୍‌ସ…

କୋହଲି, ରୋହିତ, ମୁଁ ଏପରି କରିପାରିଥାଆନ୍ତୁ: ଅଶ୍ୱିନଙ୍କ ମନ୍ତବ୍ୟ ପରେ ଗାଭାସ୍କରଙ୍କ କଡ଼ା ଜବାବ

ଢେଙ୍କାନାଳ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍ ସିରିଜରେ ଭାରତର ୦-୨ ପରାଜୟ ପରେ ଦଳର ପରିବର୍ତ୍ତନ ରଣନୀତିକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ପୂର୍ବତନ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମତ ଦେଇଛନ୍ତି ଯେ ତାଙ୍କ ସହ ବିରାଟ କୋହଲି…

ଗୌତମ ଗମ୍ଭୀରଙ୍କୁ ବାଦ୍ ଦେବାକୁ ବିସିସିଆଇକୁ ପରାମର୍ଶ ଦେଲେ ପୂର୍ବତନ ଖେଳାଳି

ମୁମ୍ବାଇ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତର ଶୋଚନୀୟ ପରାଜୟ ପରେ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍…

ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ପାଇଁ ଭାରତୀୟ ଟିମ୍‌ ଘୋଷଣା: ରୋହିତ, ବିରାଟଙ୍କୁ ମିଳିଲା ନାହିଁ ସ୍ଥାନ

ମୁମ୍ବାଇ,୧୪।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ‘ଏ’ ଟିମ୍‌ ଘୋଷଣା କରିଛି। ଏହି ସିରିଜ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ।…

Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ…

ଦୁବାଇ,୪।୩: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍‌ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍‌ରେ ରୋହିତ ଅମ୍ପାୟାରଙ୍କ ଜୀବନକୁ ବିପଦରେ…

ଜାରି ହେଲା ଆଇସିସି ୱାନ୍‌ଡେ ରାଙ୍କିଂ, ପ୍ରଥମ ୫ ଜଣଙ୍କ ମଧ୍ୟରେ ୩ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨୧।୦୮: ଇଣ୍ଟରନାସନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ବା ଆଇସିସିର ଦିନିକିଆ ରାଙ୍କିଂରେ ଭାରତୀୟ କ୍ରିକେଟରଙ୍କ ଜଲ୍‌ୱା ପୁଣିଥରେ ଦେଖିବାକୁ ମିଳିଛି । କେବଳ ଭାରତୀୟ ଖେଳାଳି ନୁହଁନ୍ତି, ଗତ ସପ୍ତାହରେ କୌଣସି ମ୍ୟାଚ ଖେଳାଯାଇନଥିଲ। ଏହାପରେ ମଧ୍ୟ ଆଇସିସି ଏହାର ରାଙ୍କିଂ…

ରିଷଭ ପନ୍ତଙ୍କ ବଦଳରେ ଖେଳିବେ କେ.ଏଲ୍‌ ରାହୁଲ, ରିୟାନ ପରାଗଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ, ୦୨।୦୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୱାନ୍‌ଡେ ସିରିଜ୍‌ର ପ୍ରଥମ ମ୍ୟାଟ୍‌ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ପରେ ରୋହିତ ଶର୍ମା ଟିମ୍‌କୁ ଫେରିଛନ୍ତି । ଏଥି ସହିତ ଗୌତମ…

ବର୍ଷା ଧୋଇନେବ କି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ? ଜାଣନ୍ତୁ କେମିତି ରହିଛି ପାଣିପାଗ

ନୂଆଦିଲ୍ଲୀ, ୦୨।୦୮: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ଼୍ବରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜୁ ଭାରତ ୩-୦ ରେ ନିଜ ନାମରେ କରିଛି । ଏହି ସିରିଜ ପରେ ରୋହିତ ଶର୍ମାଙ୍କ ଅଧିନାୟକତ଼୍ବରେ ଆଜି ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌…

‘ଚିନ୍ତା କର ନାହିଁ, ସେ ବ୍ୟାଟିଂ କରିବେ’; ରୋହିତଙ୍କ ପ୍ରଶଂସକଙ୍କୁ ଏଭଳି ଜବାବ ଦେଲେ ଆକାଶ ଅମ୍ବାନୀ

ଦୁବାଇ,୨୧।୧୨: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଏନେଇ ଘୋଷଣା ହେବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଆଇପିଏଲ୍‌ର ଅକ୍ସନ ସମୟରେ ମଧ୍ୟ ଜଣେ ପ୍ରଶଂସକ ‘ରୋହିତଙ୍କୁ ଫେରାଇ ଆଣ’ ବୋଲି ଚିତ୍କାର କରିଥିଲେ। ଏହାର ଜବାବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri