Tag Archives: rohit sharma

ସନ୍ନ୍ୟାସ ନେବା ମୁଡ୍‌ରେ ନାହାନ୍ତି ରୋହିତ-କୋହଲି! ସିଡନୀ ବିଜୟ ପରେ ଖୋଲାଖୋଲି…

ନୂଆଦିଲ୍ଲୀ/ସିଡନୀ,୨୫।୧୦: ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ ଟିମ ଇଣ୍ଡିଆର ବିଜୟ ସହିତ ଶେଷ ହୋଇଥିଲା। ସିଡନୀରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ, ଭାରତ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଥିଲା। ହେଲେ ଅଷ୍ଟ୍ରେଲିଆ ସିରିଜକୁ ୨-୧ ରେ ଜିତିଥିଲା। କିନ୍ତୁ ଭାରତୀୟ ପ୍ରଶଂସକଙ୍କ…

ଜଣେ ଥିଲେ ବିରାଟ, ଜଣେ ଥିଲେ ରୋହିତ…, ଅଷ୍ଟ୍ରେଲିଆରେ ଶେଷ ହେବ ସୁପରଷ୍ଟାରଙ୍କ କାହାଣୀ!

ସିଡ଼ନୀ,୨୪।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି… ଏହି ଦୁଇଜଣ କେବଳ ଦୁଇଟି ନାମ ନୁହଁନ୍ତି, ବରଂ ଭାରତୀୟ କ୍ରିକେଟର ଗର୍ବ। ଦୁଇଟି ନାମ, କିନ୍ତୁ ଗୋଟିଏ ହୃଦୟ ଗୋଟିଏ ସ୍ପନ୍ଦନ। ଦୁଇଟି ଚରିତ୍ର, କିନ୍ତୁ ଗୋଟିଏ କାହାଣୀ। ଏହି ଯୋଡ଼ି…

ନୂଆ ଓପନର ରେଡ୍ଡି କଲେଣି ଗମ୍ଭୀର, ଏବେ ରୋହିତ ଶର୍ମାଙ୍କ ପାଖରେ ଶେଷ ସୁଯୋଗ?

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଡିଲେଡ୍‌ ଓଭାଲରେ ଖେଳାଯିବ। ଟିମ ଇଣ୍ଡିଆକୁ ଏହି ଗ୍ରାଉଣ୍ଡରେ ଜିତିବାକୁ ପଡିବ, କାରଣ ମ୍ୟାଚ୍‌ ହାରିଲେ ସିରିଜ ହାତରୁ ଚାଲିଯିବ। ଟିମ୍‌ ଇଣ୍ଡିଆକୁ ଏହି ମ୍ୟାଚ୍‌ ଜିତିବା ପାଇଁ କଠିନ ପରିଶ୍ରମ…

୮ ରନରେ ଆଉଟ ହୋଇ ବି ‘ମହାରେକର୍ଡ’ କଲେ ହିଟମ୍ୟାନ୍‌, ଏମିତି କରିବାରେ ହେଲେ ୫ମ ଭାରତୀୟ

ନୂଆଦିଲ୍ଲୀ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ରବିବାର, ଅକ୍ଟୋବର ୧୯ ତାରିଖରେ ପର୍ଥରେ ଖେଳାଯାଉଛି। ମ୍ୟାଚ ଆରମ୍ଭ ହେବାର ମାତ୍ର ୧୦ ଓଭରରେ ଭାରତ ଦ୍ରୁତ ଗତିରେ ତିନୋଟି ୱିକେଟ ହରାଇଥିଲା। ରୋହିତ ଶର୍ମା ମାତ୍ର ୮ ରନ…

୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ,କୋହଲିଙ୍କ ଖେଳିବା ନେଇ ବଡ ବୟାନ ଦେଲେ ଅଜିତ ଅଗରକର

ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ…

ରୋହିତ ଗମ୍ଭୀରଙ୍କ ଲମ୍ବା ଆଲୋଚନା, ଅଧିନାୟକ ପଦ ଯିବା ପରେ ହେଲା ପ୍ରଥମ ଦେଖା

ପର୍ଥ,୧୬ା୧୦: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇବେ। ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ରୋହିତଙ୍କ ସ୍ଥାନରେ…

ଅଧିନାୟକ ହେବା ପରେ ଗିଲ୍‌ଙ୍କ ସାଂଘାତିକ ବୟାନ! ରୋହିତ-ବିରାଟ ହେଉଛନ୍ତି…

ନୂଆଦିଲ୍ଲୀ,୧୪।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ସହିତ, ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଏବେ ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରଖିଛନ୍ତି। ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ପ୍ରତ୍ୟେକ ଖେଳାଳିଙ୍କଠାରୁ କ’ଣ ଆଶା କରନ୍ତି ସେ…

VIDEO: ନିଜର ୪କୋଟି କାର୍‌ର କାଚ ଭାଙ୍ଗିଦେଲେ ରୋହିତ ଶର୍ମା! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୦।୧୦: ଟିମ୍‌ ଇଣ୍ଡିଆର ଅଧିନାୟକ ପଦରୁ ହଟାଯିବା ଏବଂ ତାଙ୍କ କ୍ୟାରିୟରକୁ ନେଇ ଉଠିଥିବା ପ୍ରଶ୍ନଗୁଡ଼ିକ ହୁଏତ ରୋହିତ ଶର୍ମାଙ୍କୁ ଆହୁରି ଉତ୍ସାହିତ କରିଛି। ଏହି କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ତାଙ୍କର ପ୍ରସ୍ତୁତିକୁ ଜୋରଦାର କରିବା…

ସବୁ ବାଟ ବନ୍ଦ, ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଘରୋଇ ଟୁର୍ନାମେଣ୍ଟ ଖେଳିବେ ରୋହିତ-ବିରାଟ

ମୁମ୍ବାଇ,୧୦।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଜାନୁୟାରୀରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଅତି କମରେ ତିନୋଟି ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି, ଯଦି ସେମାନେ…

ଟେସଲା କାର କିଣିଲେ ରୋହିତ ଶର୍ମା, ହଇଚଇ ସୃଷ୍ଟି କଲା ଏଲନ ମସ୍କଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୦।୧୦: ଭାରତୀୟ କ୍ରିକେଟର ରୋହିତ ଶର୍ମା ନିକଟରେ ମୁମ୍ବାଇରେ ଆୟୋଜିତ ସିଇଏଟି କ୍ରିକେଟ ଆୱାର୍ଡସରେ ନିଜର ନୂଆ ଟେସଲା ମଡେଲ ୱାଇ ଡ୍ରାଇଭ କରି ସମସ୍ତଙ୍କ ନଜର ଆକର୍ଷିତ କରିଛନ୍ତି। ଏହି ଇଲେକ୍ଟ୍ରିକ ଏସୟୁଭିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ମୋ ସହ ବି ଏମିତି ହୋଇଛି…ରୋହିତଙ୍କୁ ନେଇ ସାଂଘାତିକ କଥା କହିଦେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୧୦:ଅଧିନାୟକତ୍ୱ ପରିବର୍ତ୍ତନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ସବୁଠାରୁ ବଡ଼ ଚର୍ଚ୍ଚା। ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଶୁବମନ ଗିଲଙ୍କୁ ନୂତନ ଅଧିନାୟକ ନିଯୁକ୍ତ କରିବା ନିଷ୍ପତ୍ତି…

ଦିନିକିଆ ଅଧିନାୟକ ହେବା ପରେ ରୋହିତଙ୍କୁ ନେଇ ସ୍ପଷ୍ଟ ମନ୍ତବ୍ୟ ଦେଲେ ଶୁଭମନ ଗିଲ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ନୂତନ ଦିନିକିଆ ଅଧିନାୟକ ଶୁଭମନ ଗିଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜର ନୂଆ ଦାୟିତ୍ୱ ବିଷୟରେ ମନ୍ତବ୍ୟ ରଖିଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆ ଅଧିନାୟକ ଦାୟିତ୍ୱ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri