ଏୟାରପୋର୍ଟରେ ଖାଦ୍ୟ ଯୋଗାଉଛି ରୋବୋ
ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଭାରତର ପ୍ରଥମ ଖାଦ୍ୟ ବିତରଣକାରୀ ରୋବୋକୁ ଅବସ୍ଥାପିତ କରାଯାଇଛି। ଏଆଇ ଚାଳିତ ଏହି ରୋବୋ ଏୟାରପୋର୍ଟର ଅନ୍ତର୍ଜାତୀୟ ଟର୍ମିନାଲ ଗେଟ୍ ନମ୍ବର ୩୩, ୩୪, ୩୫ ସହ ଘରୋଇ ଟର୍ମିନାଲ ଗେଟ୍ ନମ୍ବର ୧୧୦…


