ରବର୍ଟ ପ୍ରିଭୋଷ୍ଟ ନୂଆ ପୋପ୍ ଭାଟିକାନ୍ ସିଟି,୯ା୫: ଆମେରିକା କାର୍ଡିନାଲ ରବର୍ଟ ପ୍ରିଭୋଷ୍ଟ (୬୯) ନୂଆ ପୋପ୍ ନିର୍ବାଚିତ ହୋଇଥିବା ନେଇ ଗୁରୁବାର ରାତିରେ କାର୍ଡିନାଲ ପ୍ରୋଟୋଡିକନ୍ ଡୋମିନିକ୍ ମାମ୍ବେର୍ଟି ଘୋଷଣା କରିଛନ୍ତି। ନୂଆ ପୋପ୍ ଲିଓ ଚତୁର୍ଦ୍ଦଶ ଭାବେ ନାମିତ ହେବେ। ପୋପ୍ ନିର୍ବାଚନ...