କ୍ରମାଗତ ଦ୍ୱିତୀୟ ଅପରାଜିତ ଶତକ ମାରିଲେ ଧ୍ରୁବ ଜୁରେଲ, ବିପଦରେ ରିଷଭ ପନ୍ତଙ୍କ ସ୍ଥାନ! ନୂଆଦିଲ୍ଲୀ,୮।୧୧: ଟିମ ଇଣ୍ଡିଆର ଉଦୀୟମାନ ୱିକେଟକିପର-ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ପାଇଁ ଖେଳୁଥିବା ସେ ଦ୍ୱିତୀୟ ଅଣଆନୁଷ୍ଠାନିକ ମ୍ୟାଚରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ।...