ଚାଉଳ ପାଇଁ ହଙ୍ଗାମା! ପଦ ଛାଡିଲେ କୃଷି ମନ୍ତ୍ରୀ ଟୋକିଓ,୨୩।୫: ଜାପାନରେ ଚାଉଳ ଯୋଗାଣ ପୁଣି ଥରେ କମିବାରେ ଲାଗିଛି। ଦେଶରେ ଚାଉଳର ମୂଲ୍ୟ (ଜାପାନ ଚାଉଳ ମୂଲ୍ୟ) ଆକାଶଛୁଆଁ ହେଉଛି ଏବଂ ଏହି ପ୍ରସଙ୍ଗ ଏବେ ରାଜନୀତି ଜୋର ଧରିଛି। ଧାନର ମୂଲ୍ୟ ବୃଦ୍ଧି ଏବଂ ଯୋଗାଣ ହ୍ରାସ...