କୋଲକାତା ବଳାତ୍କାର ମାମଲା: ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଗଲା ଏହି ପ୍ରଶ୍ନ, ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ
କୋଲକାତା,୪।୯: କୋଲକାତା ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାର ରହସ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମ୍ନାକୁ ଆସିନାହିଁ। ଏହି ଘୃଣ୍ୟ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ...
ବଳାତ୍କାର ବିରୋଧୀ ଆଇନ୍ କଠୋର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି
କୋଲକାତା,୨୨ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବଳାତ୍କାର ମାମଲାରେ କଠୋର ଆଇନ କରିବାକୁ ଅପିଲ କରିଛନ୍ତି। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଟ୍ରେନିଂ ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟାକୁ ନେଇ...
କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟଙ୍କ ବିଷୟରେ ଜାଣିବାକୁ ମିଳିଲା ଏମିତି, ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ
କୋଲକାତା, ୨୨।୮: କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ବଡ଼ କବର ସାମ୍ନାକୁ ଆସିଛି। ୮ ଏବଂ ୯ ଅଗଷ୍ଟ ମଧ୍ୟରାତ୍ରୀରେ ଟ୍ରେନି ଡାକ୍ତରଙ୍କୁ...
ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ପରେ ଖୋଲୁଛି ଆରଜି କର ମେଡିକାଲ କଲେଜର କଳା ଇତିହାସ, ସାମ୍ନାକୁ ଆସିଲା ସନ୍ଦେହଜନକ ମୃତ୍ୟୁଠାରୁ ସେକ୍ସ ର଼୍ୟାକେଟ୍ ଭଳି ମାମଲା
କୋଲକାତା,୧୮।୮: ୩୧ ବର୍ଷିୟା ମହିଳା ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟା କେବଳ ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି କରିନାହିଁ ବରଂ ଆରଜି କର ମେଡିକାଲ କଲେଜରେ କଳା ଇତିହାସ ସମସ୍ତଙ୍କ ସାମ୍ନାକୁ ଆଣିଛି। ସମ୍ପ୍ରତି ମାମଲା, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା...
Archives
