ମୋହନ-ମୋଦିଙ୍କୁ ଏବର୍ଷ ହେବ ୭୫, ଶାହଙ୍କୁ ନେଇ ବଢିଲା ଚର୍ଚ୍ଚା! ନୂଆଦିଲ୍ଲୀ,୧୨।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ 75 ବର୍ଷ ବୟସରେ ନେତାମାନେ ଅବସର ନେଇ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଉଚିତ। ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।…