ଏବେ କେଉଁଠି ଅଛନ୍ତି କେପି ଓଲି? ମିଳୁନାହାଁନ୍ତି ଓଲି, Gen Z ଆନ୍ଦୋଳନ ପରେ ଦେଇଥିଲେ ଇସ୍ତଫା କାଠମାଣ୍ଡୁ,୧୯।୯: ନେପାଳରେ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ହୋଇଛନ୍ତି। Gen Z ଆନ୍ଦୋଳନ ପରେ ନେପାଳର ପରିସ୍ଥିତି ସମ୍ପ୍ରତି ଖରାପ ହୋଇଥିଲା, ଯାହା କେପି ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା...