ଇସ୍ତଫା ଦେଲେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ସେବାଷ୍ଟିନ, ମାସକ ପୂର୍ବରୁ ନେଇଥିଲେ ଶାସନ ଭାର ପ୍ୟାରିସ,୬।୧୦: ଫ୍ରାନ୍ସରୁ ଏକ ବଡ଼ ଖବର ଆସିଛି। ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ସେବାଷ୍ଟିନ ଲେକୋର୍ନୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ମାସରୁ କମ ସମୟ ପୂର୍ବରୁ ଏହି ପଦ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ମାକ୍ରୋନ ସୋମବାର ତାଙ୍କ...