Tag Archives: Reserve Bank Of India

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କ ଛୁଟିର ଏକ ତାଲିକା ପ୍ରକାଶ କରିଛି। ଏହା ବ୍ୟାଙ୍କିଂ କ୍ଷେତ୍ର ଏବଂ ଏହାର…

ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ନେଲା ବଡ଼ ନିଷ୍ପତ୍ତି: ଆକାଉଣ୍ଟ ଥିଲେ ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସମବାୟ ବ୍ୟାଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି, ମହାରାଷ୍ଟ୍ରର ସତାରାରେ ଥିବା ଜିଜାମାତା ମହିଳା ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଏହାର କାରଣ ହେଉଛି ସମବାୟ…

ସରକାରଙ୍କୁ ୨.୧୧ ଲକ୍ଷ କୋଟିର ରେକର୍ଡ ଡିଭିଡେଣ୍ଡ ଅନୁମୋଦନ କଲା ଆରବିଆଇ

ମୁମ୍ବାଇ,୨୨ା୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଅନୁମୋଦନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୪୦% ବୃଦ୍ଧି ଘଟିଛି। ଆର୍ଥିକ…

ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଏସବୁ ଦିନ କରିହେବନାହିଁ  କୌଣସି ବ୍ୟାଙ୍କ କାମ 

ନୂଆଦିଲ୍ଲୀ,୨୬।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥିବା ବେଳେ ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ରହିବି। ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ଅନେକ ପର୍ବର ଛୁଟି ବ୍ୟତୀତ…

ଅତ୍ୟଧିକ ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ପାଲଟିବ ଚିନ୍ତାର କାରଣ, ଚେତାବନୀ ଦେଲା ଆରବିଆଇର

ନୂଆଦିଲ୍ଲୀ,୨୭।୧: ଭାରତର ବଢୁଥିବା ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଚିନ୍ତାର କାରଣ ପାଲଟିପାରେ। ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା(NBFC)ଗୁଡ଼ିକର କୌଣସି ବନ୍ଧକ ବିନା ଋଣ ଅଭିବୃଦ୍ଧି ବାର୍ଷିକ ହାରରେ ୨୫-୩୦% ବୃଦ୍ଧି ପାଇଛି, ମୁଖ୍ୟତ କ୍ରେଡିଟ୍ କାର୍ଡ, ଦୀର୍ଘ ସ୍ଥାୟୀ…

୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ

ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି…

ଭାରତରେ ତିନି ଗୁଣ ବୃଦ୍ଧି ପାଇଛି ବ୍ୟାଙ୍କ ଠକେଇ ମାମଲା, ଟାର୍ଗେଟରେ ଘରୋଇ ବ୍ୟାଙ୍କ: ଆରବିଆଇ

ନୂଆଦିଲ୍ଲୀ,୨୭ା୧୨: ଦେଶରେ ବ୍ୟାଙ୍କ ଠକେଇ ମାମଲା ତିନି ଗୁଣ ବୃଦ୍ଧି ପାଇଛି। ବେସରକାରୀ ବ୍ୟାଙ୍କଗୁଡିକ ବ୍ୟାଙ୍କ ଠକେଇର ସବୁଠାରୁ ବଡ ଶିକାର ହେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ପରିସଂଖ୍ୟାନ ଦେଖିବାକୁ ମିଳିଛି। ତେବେ ଏହି ଠକେଇ…

ଦୁଇଜଣ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ଘରୋଇ ବ୍ୟାଙ୍କ ଗୁଡିକୁ କହିଲେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫।୧୦: ଦେଶର ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକର ଭାରତୀୟ ଶାଖା ଗୁଡିକରେ ଦୁଇ ଜଣ ଲେଖାଏଁ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦୁଇ ନିର୍ଦେଶକଙ୍କ ବ୍ୟତୀତ ପରିଚାଳନା ନିର୍ଦେଶକ(ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?