ସଂଖ୍ୟାନୁପାତରେ ସଂରକ୍ଷଣ ଦାବି ନେଇ ବିଜେଡିର ଆନ୍ଦୋଳନ
ଭୁବନେଶ୍ୱର, ୨୨।୫,(ସୁନିତ୍ ମିଶ୍ର):ରାଜ୍ୟରେ ଏସ୍ଇବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଏସ୍ସି, ଏସ୍ଟି ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ଦାବି ନେଇ...


