ରିପୋର୍ଟରଙ୍କୁ ନୂଆ ଚାକରି ଖୋଜିବାକୁ କାହିଁକି କହିଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ ଓ୍ବାଶିଂଟନ,୪।୯: ରୁଷିଆ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗିଗଲେ। ଏହା ପରେ ସେ ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ନୂଆ ଚାକିରି ଖୋଜିବାକୁ କହିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପୋଲାଣ୍ଡର ରାଷ୍ଟ୍ରପତି କାରୋଲ…