ଭୋର୍ ୪ ଟା’ରେ ଟ୍ରମ୍ପଙ୍କୁ କଲ୍ କଲେ ସାମ୍ବାଦିକ, ସବୁ ପ୍ରଶ୍ନର ଉତ୍ତର ଦେଲେ ଆମେରିକା ରାଷ୍ଟ୍ରପତି ନୂଆଦିଲ୍ଲୀ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଅଜବ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ଭୋର୍ ସମୟରେ ଜଣେ ସାମ୍ବାଦିକଙ୍କ ଫୋନ୍ କଲ୍ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି…