ରେଙ୍ଗାଲି ଜଳଭଣ୍ଡାରରେ ବୁଡ଼ି ଦୁଇ ପୁଅଙ୍କ ସହ ଚାଲିଗଲା ମା’ଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ବାପା ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ଜଳ ଭଣ୍ଡାରରେ ଅଘଟଣ। ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ମାଛ ମାରିବାକୁ ଯାଇଥିବା ବେଳେ ହଠାତ ଝଟ୍କା ପବନ ହେବାରୁ ଦେଶୀ ଡଙ୍ଗା ଓଲଟି...