ଅନିଲ ଅମ୍ବାନୀଙ୍କ ପାଇଁ ‘ଖୁସି ଖବର’, ରିଲଏନ୍ସ ଇନଫ୍ରାକୁ ମିଳିଲା ୫୨୬ କୋଟିର ପୁରସ୍କାର ମୁମ୍ବାଇ,୧୪।୮: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରା (ଆରଇନଫ୍ରା) ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ବୁଧବାର ସୂଚନା ଦେଇଛି ଯେ ଏହା ଆରାବଲି ପ୍ରାଇଭେଟ ଲିମିଟେଡ ବିରୁଦ୍ଧରେ ୫୨୬କୋଟି ଟଙ୍କାର ମଧ୍ୟସ୍ଥତା ପୁରସ୍କାର ପାଇଛି। କମ୍ପାନୀ ଏକ୍ସଚେଞ୍ଜ...