Reels ପାଇଁ ଏକ ନୂଆ App ଲଞ୍ଚ କରିପାରେ Instagram: ରିପୋର୍ଟ ନୂଆଦିଲ୍ଲୀ,୨୭।୨: Instagram ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଦମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା କହିଛନ୍ତି। ମେଟା-ମାଲିକାନାଧୀନ କମ୍ପାନୀ ଯୁକ୍ତରାଷ୍ଟ୍ରରେ TikTok ର...