ବାଇକ ଚଲାଇ ରିଲ୍ କରିବା ପଡିଲା ମହଙ୍ଗା: ଗଣିଲେ ୧୬,୦୦୦ ଟଙ୍କା ଜୋରିମାନା କଟକ,୨୯ା୭: ବାଇକ ଚଳାଇ ରିଲ୍ କରିବା ପଡିଲା ମହଙ୍ଗା। କଟକ ସହରର ଧାଇପୁର ଅଞ୍ଚଳର ମୋହନ ସାହୁଙ୍କୁ ବାଇକ ଚଳାଇବା ବେଳେ ରିଲ୍ ଭିଡିଓ କରି ଦେଲେ ଜୋରିମାନା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ତାଙ୍କୁ ୧୬,୦୦୦ ଟଙ୍କା...