ଚାଇନାର ବଡ଼ ଷଡଯନ୍ତ୍ର: ପାକିସ୍ତାନ ସହ ମିଶି ଭାରତରେ ବିସ୍ତାର କରୁଛି RedNote, ଜାଣନ୍ତୁ ଏହା କ’ଣ ବେଜିଂ,୩୦।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଚାଇନା ଭାରତରେ RedNote ବିସ୍ତାର କରୁଛି। ‘ଡ୍ରାଗନ’ ଏକ ଗୁପ୍ତ ଅସ୍ତ୍ର ସହିତ ଏହି କାର୍ଯ୍ୟ କରୁଛି। RedNote ହେଉଛି ଏକ ଚାଇନା ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହି ଆପ ଉତ୍ତର-ପୂର୍ବ ଭାରତରେ,...