ନିଯୁକ୍ତି ପରୀକ୍ଷା ବିଭ୍ରାଟକୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, କଡା କଡି ହେଲା ନିୟମ ଭୁବନେଶ୍ୱର,୨୩।୯: ନିଯୁକ୍ତି ପରୀକ୍ଷା ବିଭ୍ରାଟ ଅନେକ ସମୟରେ ଖବରର ଶିରୋନାମା ମଣ୍ଡନ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ନିୟମ ଅନୁଯାୟୀ ଏଣିକି କେବଳ ସରକାରୀ ପ୍ରେସରେ ଛପାଯିବ ପ୍ରଶ୍ନପତ୍ର। ପୋଲିସ...