ବର୍ମିଂହାମରେ ‘ରେକର୍ଡ କିଙ୍ଗ’ ପାଲଟିଲେ ଶୁବମନ, ଏମିତି କରିବାରେ ପାଲଟିଲେ… ବର୍ମିଂହାମ,୫।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚର ପ୍ରଥମ ଇନିଂସରେ ଶୁବମନ ଗିଲ ୨୬୯ ରନର ଇନିଂସ ଖେଳି ଅନେକ ରେକର୍ଡ ସୃଷ୍ଟି...