ପଞ୍ଜାବ-RCB ମଧ୍ୟରେ କ୍ୱାଲିଫାୟାର ମ୍ୟାଚ୍ ରଦ୍ଦ, ଏବେ କିଏ ଖେଳିବ ଫାଇନାଲ? କ’ଣ ରହିଛି ନିୟମ… ନୂଆଦିଲ୍ଲୀ,୨୮।୫: IPL ୨୦୨୫ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ ସମାପ୍ତ ହୋଇଛି। ଏବେ ମେ’ ୨୯ରୁ ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହେବ। କ୍ୱାଲିଫାୟର୍ -୧ ମ୍ୟାଚ ମୋହାଲିର ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ...