ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ନା ଆରବିଆଇ ଗଭର୍ନର…କାହାର ଦରମା ଅଧିକ? ନୂଆଦିଲ୍ଲୀ,୩୦।୯: ଆପଣ କ’ଣ ଜାଣନ୍ତି କି କିଏ ଅଧିକ ଦରମା ପାଆନ୍ତି, ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ନା ଆରବିଆଇ ଗଭର୍ନର? ଯଦି ନୁହେଁ, ତେବେ ଆମେ ଆଜି ଆପଣଙ୍କୁ କହିବୁ। ଆରବିଆଇ ଦେଶର ବ୍ୟାଙ୍କଗୁଡ଼ିକର ନିୟାମକ ଏବଂ ମୁଦ୍ରା...