Rayagada Block Office gherao

ପଞ୍ଚାୟତିରାଜ ସଦସ୍ୟ-ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶାସନିକ ଅବହେଳା, ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ….

ରାୟଗଡ଼ା,୨୨/୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ବାଚିତ ପିଆରଆଇ ପ୍ରତିନିଧିଙ୍କୁ ଅଣଦେଖା ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି…

2 weeks ago