ରଥଯାତ୍ରା ପରେ ୨୮ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି ଆରମ୍ଭ ପୁରୀ,୧୧।୬: ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍ ୨୮ ତାରିଖରୁ ପୁଣି ଆରମ୍ଭ ହେବ। ଏହି ସୂଚନା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି। ମୁଖ୍ୟ ପ୍ରଶାସକ କହିଛନ୍ତି,...