ଦାରିଙ୍ଗବାଡ଼ି,୨୭ା୬(ଅରୁଣ ସାହୁ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକ ଅଞ୍ଚଳର ସିମନବାଡ଼ି ସମେତ ଉକ୍ତ ପଞ୍ଚାୟତର…