ରଥଯାତ୍ରା ସମୟରେ ଅଣ୍ଡାମାଡ଼ ଘଟଣା, ରାଜ୍ୟ ସରକାରଙ୍କୁ ଏପରି କହିଦେଲେ ନବୀନ ଭୁବନେଶ୍ୱର,୧୫।୭(ସୁନିତ୍ ମିଶ୍ର): କାନାଡ଼ାର ଟରୋଣ୍ଟୋ ସହରରେ ରଥଯାତ୍ରା ପାଳନ ସମୟରେ ଶ୍ରଦ୍ଧାଳୁଙ୍କ ଉପରକୁ ଅଣ୍ଡା ମାଡ଼ କରାଯାଇଛି। ଏହି ଖବର ଶୁଣିବା ପରେ ବ୍ୟଥିତ ଲାଗିଛି। ଏହି ଘଟଣା କେବଳ ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୁଃଖ ପହଞ୍ଚାଇ ନାହିଁ...